ଶ୍ରୀବୈଷ୍ଣବ ଗୁରୁ ପରମ୍ପରା – ଉପକ୍ରମ – କ୍ରମଶଃ
ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ ପୂର୍ବ ଅନୁଛେଦରେ ଆମେ (https://acharyas.koyil.org/index.php/2025/09/10/introduction-odia/) ଶ୍ରୀବୈଷ୍ଣବ ଗୁରୁପରମ୍ପରା ବିଷୟରେ ଚର୍ଚା କରିଥିଲେ । (ଏମପେରୁମାନ୍) ଶ୍ରୀମାନ୍ ନାରାୟଣ ଯିଏ ହେଉଛନ୍ତି ଶ୍ରୀୟାପତି (ମହାଲକ୍ଷ୍ମୀଙ୍କ ପତି) ଯିଏ ନିଜ ଦିବ୍ୟ ମହିଷି(ଶ୍ରୀ , ଭୂ ଓ ନୀଳା ଦେବୀ)ଙ୍କ ସାଙ୍ଗରେ ନିତ୍ୟ ବୈକୁଣ୍ଠରେ , ଅନନ୍ତ , ଗରୁଡ଼ , ବିଶ୍ଵକ୍ସେନ ଇତ୍ୟାଦି ନିତ୍ୟସୂରୀଙ୍କ ଦ୍ଵାରା ସେବାକୁ ଉପଭୋଗ … Read more