ଶ୍ରୀବିଶ୍ଵକ୍ସେନ
ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ ଶ୍ରୀବୈଷ୍ଣବ ଗୁରୁ ପରମ୍ପରା << ଶ୍ରୀବିଶ୍ଵକ୍ସେନ ପୂର୍ବ ଉପାଖ୍ୟାନରେ ଆମେ ( https://acharyas.koyil.org/index.php/2025/10/12/senai-mudhaliar-odia/ ) ବିଶ୍ଵକ୍ସେନଙ୍କ ବିଷୟରେ ସରଳ ରୂପେ ଚର୍ଚ୍ଚା କରିଥିଲେ । ଶଠକୋପ ସୁରି :- ଆଳୱାର୍ ତିରୁନଗରୀପ୍ରାକଟ୍ୟ ନକ୍ଷେତ୍ର (ତିରୁନକ୍ଷେତ୍ର ) :- ବୈଶାଖ , ବିଶାଖାଅବତାର ସ୍ଥଳ :- ଆଳୱାର୍ ତିରୁନଗରୀଶିଷ୍ୟ :- ମଧୁରକବୀ ଆଳୱାର୍ , ନାଥମୁନୀ ଶଠକୋପ ସୁରିଙ୍କର … Read more