ନାଥମୁନି
ଶ୍ରୀ ଶ୍ରୀମତେ ଶଠକୋପାୟେ ନମଃ ଶ୍ରୀମତେ ରାମାନୁଜାୟ ନମଃ ଶ୍ରୀମଦ୍ ବରବରମୁନୟେ ନମଃ ଶ୍ରୀ ବାନାଚଳ ମାହାମୁନୟେ ନମଃ ଶ୍ରୀବୈଷ୍ଣବ ଗୁରୁ ପରମ୍ପରା << ଶଠକୋପ ସୁରୀ ପୂର୍ବ ଉପାଖ୍ୟାନରେ ଆମେ (https://acharyas.koyil.org/index.php/2025/11/23/nammazhwar-odia/) ଶଠକୋପ ସୁରୀ ସରଳ ରୂପେ ଚର୍ଚ୍ଚା କରିଥିଲେ । ତିରୁନକ୍ଷେତ୍ର – ଆଷାଢ ମାସ , ଅନୁରାଧା ନକ୍ଷତ୍ରଜନ୍ମ ସ୍ଥାନ – ତାମିଲନାଡୁର କାଟ୍ଟୁ ମନ୍ନାର କୋଇଲ୍ (ବୀର ନାରାୟଣ ପୁରମ୍)ଆଚାର୍ଯ୍ୟ – ନାମ୍ମାଲବାରଶିଷ୍ୟଗଣ – ଉୟକ୍କୋନଡାର, କୁରୁଗେଇ କାଭଲଅପ୍ପନ, ପିଲ୍ଲୟୀ କରୁଣାକର ଦାସର୍, … Read more